Advertisement

ଚାଲନ୍ତୁ ଦେଖିବା ଆମ PreWedding,ବାହାଘର ଆଉ ଆମ ଘର Reception|Our Wedding Part1|Odia Beauty & Lifestyle

ଚାଲନ୍ତୁ ଦେଖିବା ଆମ PreWedding,ବାହାଘର ଆଉ ଆମ ଘର Reception|Our Wedding Part1|Odia Beauty & Lifestyle ଆଜିର ଭିଡ଼ିଓଟି ସମସ୍ତଙ୍କ ଇଛା ଅନୁସାରେ ଆଉ ଅନୁରୋଧ କ୍ରମେ ବନା ହେଇଛି, ହଁ ଠୀକ ଜାଣିପାରିଲେ, ଆଜି ହଉଛି ଆମ Marriage ଭିଡ଼ିଓ.. ଆମ ଜୀବନର ସବୁଠୁ ବଡ ଖୁସି ଆମେ ଆପଣଙ୍କ ସହ share କରୁଛୁ, ଆଶା କରୁଛି ଯଦି ଆପଣ ଆମଠୁ ବଡ ହେବେ ଆଶୀର୍ବାଦ କରିବେ ଆଉ ସାନ ହେଇଥିଲେ ଭଲ ପାଇବା ଏମିତି ବଜାୟ ରଖିବେ ... Comment କରି ପକ୍କା ଜଣେଇବେ ଭିଡ଼ିଓଟି କେମିତି ଲାଗିଲା ...

ମୋ Channel ରେ Publish ହେଉଥିବା Videos ସବୁ ମୋର Creativity, କିନ୍ତୁ Professional Advice ନୁହଁ . ମୁଁ ସବୁ ନିଜ ଉପରେ Apply କରି ଦେଖଉଛି. ଯେମିତିକି ଯଦି ମୁଁ Skincare ଉପରେ କିଛି ଭିଡ଼ିଓ କରିଛି ସେଇଟା ମୁଁ ମୋ ନିଜ skin ରେ Apply କରିଛି, ସେମିତି Diet ଉପରେ ହେଇଥିବା ଭିଡ଼ିଓ ରେ ମୁଁ ନିଜେ Diet କରି ଦେଖଉଚି. ଯେହେତୁ ମୁଁ କୌଣସି Export ନୁହଁ ଆପଣମାନେ ମୋ ଭିଡ଼ିଓ କୁ "General Purpose" ହିସାବ ରେ ନିଅନ୍ତୁ & Hopefully ଆପଣମାନେ ମୋ ଭିଡ଼ିଓ କୁ ଭଲ ପାଇବେ, ରହୁଛି ନମସ୍କାର ...ଜୟ ଜଗନ୍ନାଥ ...

If you have interest in cooking you can follow my Cooking channel, "Ritu's Rosei" :

To checkout my Earlier Videos Please visit :
If you Like this Video Please Like, Share & Subscribe to my Channel "Odia Beauty & Lifestyle"

Please follow me in
FB#
Instagram#

All Songs Used in this Video is only for situational use because it's a Marriage Video, No Copyrights Violations Intended ... All Credits belong to the original Music Owners ...

Please Don't Use My Name, My Channel Name or Video Content anywhere in your Video without my Consent...

#OdiaVloggerRitu #OdiaVloggerRashmita #OdiaYouTuberRitu #OdiaYouTuberRashmita #OdiaBeautyAndLifestyle #OdiaBeauty&Lifestyle

Odia Vlogger Ritu,Odia Vlogger Rashmita,Odia Beauty & Lifestyle,Odia Beauty And Lifestyle,ଓଡ଼ିଆ Vlogger ରିତୁ,ଓଡ଼ିଆ Vlogger ରଶ୍ମିତା,Odia Youtuber Ritu,Odia Youtuber Rashmita,Odia Youtuber,ଓଡ଼ିଆ Youtuber ରିତୁ,ଓଡ଼ିଆ Youtuber ରଶ୍ମିତା,ଚାଲନ୍ତୁ ଦେଖିବା ମୋ PreWedding,ବାହାଘର ଆଉ ଆମ ଘର Reception,Our Wedding Part1,ଚାଲନ୍ତୁ ଦେଖିବା ଆମ PreWedding,Odia Full Marriage,Ritu Weds Papun,Swapnasagar Weds Rashmita,Odia Style Marriage,

Post a Comment

0 Comments